Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

DAYANIDHI BAGARTEE

Children Stories Inspirational

3  

DAYANIDHI BAGARTEE

Children Stories Inspirational

ଶିଖାଇଲା କରୋନା

ଶିଖାଇଲା କରୋନା

1 min
210


ଏଇ ତ ମହାମାରୀ କରୋନା

   ଯା'ଠୁ କେତେ ଶିକ୍ଷା ଶିଖୁଛି ଏ ଦୁନିଆ

ଭାରତ ଜାପାନ୍ ନା କେନିଆ

    ଆଉ ମଧ୍ୟ ଶିଖୁଛି ତା ବାପା ଚାଇନା  ା


ଆଧୁନିକ ଯୁଗର ମଣିଷ 

          ଏତେ ଯେ ବ୍ୟସ୍ତ ବିବ୍ରତ

ନିଜ ଚେହେରା ଟିକେ ଦେଖିବାକୁ

        ଆଇନା ବି ଧରିପାରୁନି ତ   ା


କରୋନା ଆସିଲା କରୋନା ଆସିଲା  

     ଗୋଡ଼ ହାତ ମୁଁହ ଧୋଇବା ଶିଖାଇଲା

ଅତର ପାଉଡର୍ ଧରିବା ଛାଡ଼ି

   ପକେଟେ ସାନିଟାଇଜର୍ ଧରିବା ମଣିଷ ଶିଖିଲା  ା


କି ସ୍ଟାଇଲି କି ଫେସନ

              ଦୁନିଆ ଦେଖୁଥିଲା ଚନ୍ଦ୍ର ବଦନ

ଫ୍ୟାକ୍ଟ୍ରି ଆଉ ସିଗାରେଟ୍ ଧୂଆଁ ତ ଛାଡ଼

   ଦୁର୍ଗନ୍ଧ ଆଉ ଧୂଳିକଣାକୁ ନାକ ଟାଣୁଥିଲା ଘନଘନ  ା


ମୁହେଁ ମାସ୍କ ପିନ୍ଧିବା ମଣିଷ ଶିଖିଲା

      ଧୂଳିକଣା ଧୂଆଁ କରୋନାରୁ ବର୍ତ୍ତିଲା

କରୋନା ଆସିଲା କରୋନା ଆସିଲା

       ସଚେତନ ହେବାର ଇଙ୍ଗତ କଲା   ା


ହେ ଭାଇଭଉଣୀ  

             ଆସ ସଚେତନ ହବା

ମାସ୍କ ସାନିଟାଇଜର୍  ବ୍ୟବହାର କରି

          କରୋନା ଧୂଆଁ ଧୂଳିକଣାରୁ ବଞ୍ଚିବା  ା


Rate this content
Log in