ଶିଖା ଆଉ ଜ୍ୱାଳା-ଏକ ଦୃଷ୍ଟାନ୍ତ
ଶିଖା ଆଉ ଜ୍ୱାଳା-ଏକ ଦୃଷ୍ଟାନ୍ତ
ଶିଖା ଆଉ ଜ୍ୱାଳା-ଏକ ଦୃଷ୍ଟାନ୍ତ ।
ସିଦ୍ଧ---ପତଙ୍ଗ ଜନ୍ମ
ଖାଲି ଜ୍ୱଳନ୍ତ ଜ୍ୱାଳା ଜୀବନ
ଭୁଲ ବୁଝିବାକୁ ଆଉ କଣ ? ରହିଗଲା ବାକି,
ରାତି ସରିଗଲା ସିନା
କଥା ରହିଗଲା ଅଧା ଯେମିତି ସେମିତି
ହେଟି ଅଛ ହେଟି ନାହିଁ
ସୁଦୁ ମିଛ !
ସବୁ ମାୟା ରେ ବାୟା
ପଥରେ ଛେଚିଲେ ମଥା
ବହିବ ରକତ ସିନା
କି ହେବ ପଥର ବିଚଳିତ କୁହ ! ତ ଦେଖି
ତଥାପି ପତଙ୍ଗର ଝାସ ଶିଖା କି ?
ଜାଣିବ , ଜଳିବା ଜଳିବା ଯେ ତା ନିୟତି
କଥା ଦିଏ ଭୁଲି ଯାଏ ନିତି,
ଆହା ------ଆହା ବିଚରା ପତଙ୍ଗ ରହି ଯାଇଛି ,
ମରି ଯାଇଛି ଶିଖାରେ ଝାସ ଦେଇ
ଶାଶ୍ୱତ ପ୍ରେମର ବାର୍ତ୍ତା ଛାଡ଼ି ଯାଉଛି
ହେଇ ଯାଉ ସିଦ୍ଧ - ପତଙ୍ଗର ଜନ୍ମ ଖାଲି
ଜ୍ୱଳନ୍ତ "ଶିଖା ଆଉ ଜ୍ୱାଳା-ଏକ ଦୃଷ୍ଟାନ୍ତ"" ।