STORYMIRROR

SUDARSHAN GILI

Others

3  

SUDARSHAN GILI

Others

ଶୀତ

ଶୀତ

1 min
311


ଶୀତ ଆସେ ଧାଇଁ 

ମଥା ଯାଏ ତା ଆଗେ ନଇଁ l

ଶୀତ ରେ ଶରୀର ଯାଏ ଥରି 

ଭୟରେ ହୁଅଇ ଚାଦର ଘୋରି l


ଶୀତ ସକାଳେ ଭାରି କୁହୁଡ଼ି 

ଘରୁ ଭାରିବା ହୁଅଇ ଡେ଼ରି l

ନଥାଏ ମୋର ଗାଡି 

ବସରେ ଯାଏ ଚଢି l


ଶୀତ ସକାଳେ ଦେଖଇ ସୂର୍ଯ୍ୟ 

ନଥାଏ ମୋ ପାଖେ ଘଡି l

ତଥାପି ପିଏ ମୁଁ ଧୁନୀ 

ଲୋକ ଦେଖିଲେ କୁହନ୍ତି ଏ ପିଲାଟି ଖୁନି l


ଶୀତ ସକାଳେ college ଯାଏ ମୁଁ ଭାରି

college ଯାଇ ଦେଖେ ମୁଁ ସୁନ୍ଦରୀମାନଙ୍କ କଳି l

ନଥାଏ ସେମାନଙ୍କର ଏକତାର କଳି 

ଟୋକାଙ୍କ ପାଇଁ ନିଜକୁ ଦିଅନ୍ତି ବଳି l


ଟୋକାଙ୍କ ଭାରି କାହାଣୀ 

ସୁନ୍ଦରୀଙ୍କୁ ଦେଖିଲେ କୁହନ୍ତି ସେ ମୋର ରାଣୀ l

ସୁନ୍ଦରୀ ଯାଏ college ଚାଲି 

ଟୋକାୟ କମେଣ୍ଟ କରଇ ଧାଡ଼ିଏ 

ସୁନ୍ଦରୀ ଶୀତ ସକାଳେ ଯାଏ ଚିଡି l


Rate this content
Log in