STORYMIRROR

Alhadini Panigrahi dash

Others

3  

Alhadini Panigrahi dash

Others

ଶୀତ ସଂଧ୍ୟା

ଶୀତ ସଂଧ୍ୟା

1 min
390

ପ୍ରସୂକୋଳ ଗାମୀ ହେବାକୁ ଅଧିରେ

ପ୍ରଭାକର ପ୍ରଭା କ୍ଷୀଣ କରି କ୍ରମେ

ପ୍ରବିଷ୍ଟ ହେଲେଣି ପ୍ରତିଚୀ ପ୍ରାଙ୍ଗଣେ ାାା୧ାା


ପ୍ରସୂନ ତା ପ୍ରାସ କହେ କି ଆକାଶେ

ପ୍ରେକ୍ଷଣ ପ୍ରସାରି ଆକୁଳେ ଅଧିରେ

ପ୍ରଭାବ କୁ ଡରି ଶିଶିର ପତନେ

ପ୍ରମାଦ ଗଣଇ ନିଶି ଆଗମନେ ାା ୨ାା


ପୁଣି ସେ ସୂମନ ଭା଼ଳିହୁଏ ମନେ

ପ୍ରଭୂ କି ମିଳନ୍ତି ବିନା କଷଣ ରେ

ପୀଡା ସହେ ବୋବି ନିତି ନିଶୀଥ ରେ

ପ୍ରଭାତେ ଫୁଟେ ମୁଁ ବିଭୂ ଆଶୀର୍ବାଦେ

ପରଶି ମହକ ଜଗତ ଜନରେ ାା ୩ାା



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍