STORYMIRROR

Ashis Kumar Swain

Others

3  

Ashis Kumar Swain

Others

ଶୀତ ସକାଳ

ଶୀତ ସକାଳ

1 min
347

ଶୀତ ସକାଳର ଶୀତଳତା ପରା ଦେହକୁ ଥରାଇ ଦିଏ ,

ଧରାପୃଷ୍ଠ ସେତ କାକର ବିନ୍ଦୁରେ ମୁକ୍ତାପରି ଦିଶୁଥାଏ । ।।


ଏହି ସକାଳର କଅଁଳିଆ ଖରା ଦେହ ପାଇଁ ଅଟେ ହିତ,

କ୍ରୀଡ଼ା କଷରତ କରିଦେଲେ ପରା ଦୂରେଇ ଯାଏ ତ ଶୀତ । ।।


ଅଗ୍ନିଜାଳି ମାଆ ଚୁଲି ମୁଣ୍ଡେ ବସେ ଶୀତ ରୁ ଆରାମ ପାଇଁ,

ଶୀତ କୁ ଖାତିରି ନକରି ବୋହୁଟି କାମ ସାରିଦେଲା ଯାଇ । ।।


ଧୂଆଁ ମୟ ଦିଶେ ସକାଳୁ ସକାଳୁ କୁହୁଡି ଅଟେ ତ ସେଇ,

ସତେ ଅବା ପରା କଳାମେଘ ଦିଶେ କାକର ତ ବର୍ଷା ହୋଇ । ।।


ସକାଳୁ ସକାଳୁ ଚାଆର ଆଦର ଛକମୁଣ୍ଡେ ଗୁଲୀ ଖଟି ,

ଭଳିକି ଭଳିକି ଶୀତ ବସ୍ତ୍ର ପିନ୍ଧି ସତେ ଏଲିଅନ ଏଠି । ।।


Rate this content
Log in