ଶୀତ ଅନୁଭୂତି
ଶୀତ ଅନୁଭୂତି
1 min
357
ଶୀତ ଆସିଅଛି ଶିଶିର ଆଣି ।
ଗଛ ଲତା ପତ୍ର ଦିସେ ଧବଳ ପୁଣି ।।
ଧଣ୍ଡା ପବନକୁ କାକର ପାଣି ।
ଦିଅଈ ଦିହକୁ ଥରାଇ ତଣି ।।
ଧୂନି ପୋଇବାକୁ ବଢି ସକାଳୁ ।
ଲୋଡା କାଠି କୁଟା ଅବା ପତ୍ର ଯେ ପୋଡୁ।।
ହାତ ଥରି ଥରି କୋଲାଷ୍ପ କରେ ।
ହିତ ଗ୍ଲୋବସ୍ ର ଚାହିଦା ବଢେ ।।
ସୁଇଟର ଟୋପି ବା ମଫଲର ।
ଶୀତୁଆ ସକାଳେ ସନ୍ଧ୍ୟାରେ ଭାରି ଆଦର।।
ସ୍କାର୍ପ ସାଲ ଘୋଡି ହୋଇକି ।
ସିତ ଦାଉରୁ ଯେ ରକ୍ଷା ପାଉଟି ।।
ଧୂସର କୃହୁଡିରେ ବାଟ ନଦିଶେ ।
ଦୁର୍ଘଟଣା ଘଟେ ବାଟେ ଘାଟେ ଯେ ।।
ସଶୀତ ସାଥେ ଆସନ୍ତି କୁହୁଡି କାକର ।
ତାଙ୍କ ପ୍ରକୋପରେ ଥରେ ସସାଂର ।।
