STORYMIRROR

Kshyama sagar Prusty

Others

3  

Kshyama sagar Prusty

Others

ଶୀର୍ଷକ ଖୋଜୁଥାଏ

ଶୀର୍ଷକ ଖୋଜୁଥାଏ

1 min
245

ମୁଁ ବର୍ଷା କୁ ଭଲପାଏ 

ନୀତି ବର୍ଷାରେ ଭିଜୁଥାଏ

କିଛି ଅନୁଭବ କରେ

କିଛି ଅନୁଭୂତି ପାଏ.. 

ମୁଁ ସଂଗୀତକୁ ଭଲପାଏ 

ସଙ୍ଗୀତର ସାତସୁରେ ହଜିଯାଏ.. 

ମୁଁ କବିତାକୁ ଭଲପାଏ 

ଭାବନା ରାଇଜରେ ହଜିଯାଏ 

ମୋ କବିତାର 

ଶୀର୍ଷକ ଖୋଜୁଥାଏ.. 

ସଙ୍ଗୀତର ସାତସୁରୁ 

ଭାବନା ରାଇଜରୁ 

ଅନୁଭବ ଅନୁଭୂତିରୁ 

ମୋ କବିତାର ଶୀର୍ଷକ ଖୋଜିପାଏ.. 

ମୋ କବିତାର ଶୀର୍ଷକ ଖୋଜିପାଏ..।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍