Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ବଳରାମ ବାରିକ

Others

2.5  

ବଳରାମ ବାରିକ

Others

ଶିବ

ଶିବ

1 min
6.9K


ଆଦି ନାହିଁ ଯାର ଅନ୍ତ ଭି ନାହିଁ ।

ସୃଷ୍ଟି ନାହିଁ ଯାର କ୍ଷୟ ବି ନାହିଁ।

ଆକାର ନାହିଁ ଯାର ପ୍ରକାର ଭି ନାହିଁ।

ବାସସ୍ଥାନ ଯାର ମଶାଣି ଭୂଇଁ ।

ଜୀବନ ର ସତ୍ୟ ଯେ ଦିଏ ଶିଖାଇ ।।

ପୂଜନ୍ତି ଯାହାଙ୍କୁ ସଭିଏଁ ଭାଇ ।

କି' ଦେବ ,ଦାନବ ,ଯକ୍ଷ , ଗନ୍ଧର୍ବ ।

ଭୂତ ,ବର୍ତମାନ ,ଭବିଷ୍ୟ ଗର୍ଭ ।

ସେ ତପେ ବର ଦେବେ କୋପରରେ ବର ।

ଆଶୁତୋଷ ସେ ,ଆଦି ଯୋଗୀ ସେ ,ସେହିଁ ଦିଗମ୍ବର ।

ଭସ୍ମ ଯା ତିଳକ ସର୍ପ ଯା କଣ୍ଠ ହାର।

ବ୍ୟାଘ୍ର ଚର୍ମ ରୁ ବସ୍ତ୍ର ଯାର ଆଦର ।

ସୃଷ୍ଟି ରକ୍ଷା ପାଇଁ ପାନ କଲେ ଜହର।

ସେହି ମୋ ଆରାଧ୍ୟ ଭୋଳା ଶଙ୍କର ।


✍ବଳରାମ ବାରିକ


Rate this content
Log in