STORYMIRROR

Ram Prasad Bisoi

Others

2  

Ram Prasad Bisoi

Others

ଶେଷ ଶ୍ରେଷ୍ଟ କାମନା ।

ଶେଷ ଶ୍ରେଷ୍ଟ କାମନା ।

1 min
14K


ଶେଷ ଶ୍ରେଷ୍ଟ କାମନା ।

ମୋ ପାଇଁ---------------! ଜହ୍ନର ଶୀତଳ ଛାୟା, ବର୍ଷାର ସ୍ପର୍ଶର ଅନୁଭୂତି ମେଘର ପୃଥିବୀ କୁ ସ୍ଵାଗତ ଗୀତିକା ଅମରାବତୀର ସେଇ ଲାସ୍ୟମୟୀ ପରିଜାତ ମଣ୍ଡିତା ଅଳକନନ୍ଦା ସମୁଦ୍ରର ଅବିରାମ ଆତୁରତା , ଛୁଇଁବାକୁ ପୃଥିବୀ ର ପାଦ ମିଲନର ଗୀତିକା କେବେ ସେ ନୁହେଁ ପାପ, ନୁହେଁ ପ୍ରତାରଣା, ନୁହେଁ ବି କାମନା କି ଲମ୍ପଟର ବାସନା ନ ହୋଇ ପାରେ ବି ପ୍ରିତି ଫୁଲର ଉପହାର ତମ ପାଇଁ ପ୍ରିୟତମା, ଯଦି ପାରୁନି କିଛି ଦେଇ ହେ ମୋର ମୃଦୁଭାଷିନି, ମନ୍ଦଗମନୀ, ଚାରୁହାସିନି ଦିଅ ମତେ ମୃତ୍ୟୁର ଶୀତଳ ସ୍ପର୍ଶ ବଦଳରେ ଖାଲି କହିଦେଲ ସେତକ ଯଥେଷ୍ଟ ପ୍ରେମର ଅଢ଼େଇ ଅକ୍ଷର ରହି ଯାଉ ସେ ସାରା ଜୀବନ ହୋଇ ମୋର ଜୀବନର "" ଶେଷ ଶ୍ରେଷ୍ଠ କାମନା ""

ରାମ ପ୍ରସାଦ ବିଶୋଇ । ରାମଗୁଣ୍ଡାହାଲ୍ଲୀ, ବାଙ୍ଗାଲୋର, ତା-୧୦-୦୬-୧୬, Art by my daughter Aishwarya Ipsita

 
 
 
 
 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍