Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Ram Prasad Bisoi

Others

1.0  

Ram Prasad Bisoi

Others

ଶେଷ ମିଳନ ଦୃଶ୍ୟ ।

ଶେଷ ମିଳନ ଦୃଶ୍ୟ ।

1 min
6.8K


ଶେଷ ମିଳନ ଦୃଶ୍ୟ ।

ଜହ୍ନ ଦେଖୁଛି ତା ପ୍ରତିବିମ୍ବ ସାଗରକୁ ଭରି ତା ଆବେଷ୍ଠିନିରେ ଶୀତଳ ସଂଧ୍ୟା ଜ୍ୟୋସ୍ତ୍ନ ସହ ସଂସାର ମଝି ପ୍ରେମଦରିଆରେ ଭାସୁଥିବା ଦୁଇପ୍ରାଣ ଦରିଆ ରାଜା ,ଜହ୍ନରାଣୀ କୁ ଜହୁଛନ୍ତି ତାଙ୍କ ପ୍ରେମ ଗାଥା । ସପନ ତ ଏଠି ଅଛି ଅନେକ ତମେ ଯେମିତି ଝୁର ସାଗର ତୁମ ଜହ୍ନକ ବେଳେବେଳେ ମେଘ କେତେବେଳେ ବର୍ଷା ଘଡ ଘଡି ବିଜୁଳି ସହ ଯେମିତି କରିଦିଏ ତୁମ ଦୁହିଁଙ୍କୁ ଅଲଗା ଆମେ ଦୁହିଁ ପ୍ରେମୀ ସେଇ ନାଵ ର ଯାତ୍ରୀ ନାହିଁ ଆମ ପାଖରେ ବି କିଛି ରାହା ଜହ୍ନ,, ସାଗର,ମଳୟ, ନୋୖକା ତୁମେ ଅନ୍ତତଃ ହୁଅ ଆମ ସାକ୍ଷୀ କରିବୁ ଆମେ ଗନ୍ଧର୍ବ ବିବାହ ତା ପର ଦିନ ନେଲେ ନେଇ ଯାଉ ଆମ ପ୍ରାଣ ସଂସାରର ରକ୍ଷଣଶୀଳ ରାକ୍ଷସ ଏ ଆମ ଶେଷ ମିଳନ ଦୃଶ୍ୟ ।

ରାମ ବିଶୋଇ ।


Rate this content
Log in