STORYMIRROR

Alhadini Panigrahi dash

Others

5.0  

Alhadini Panigrahi dash

Others

ଶେଫାଳି ର ଶେଷ ଇଚ୍ଛା

ଶେଫାଳି ର ଶେଷ ଇଚ୍ଛା

1 min
14.4K


ଜହ୍ନରେ ଚାହିଁ କହୁଛି ଶେଫାଳି,

ମୁଁ ଯେ ଅତି ହିନିମାନୀ,

କେତେ କ୍ଷଣ ପ୍ରିୟ ବଞ୍ଚିବି ମୁଁ ଆଉ,

ନିଅ ମୋତେ କରେ ତୋଳି ା(୧)

ଦୂର ଚାନ୍ଦ ସେଯେ କାହୁଁ ବା ବୁଝିବ,

ବିରହୀ ଫୁଲ ର ପ୍ରିତୀ,

ସେ ତ ଲେଖୁଥିଲା ଜୋଛନା ସ୍ୟାହୀ ରେ,

ପ୍ରେମ ପ୍ରଣୟ ର ଗିତୀ ା(୨)

ଅଜାଣତେ ସ୍ୟାହୀ ଖସି ଗଲା ଯେବେ,

ପ୍ରେମମୟ ହେଲା ମହୀ,

ଦୂର ପ୍ରେମୀ ସ୍ପର୍ଶ ପାଇଲା ଶେଫାଳି,

ନି8ସ୍ବାର୍ଥ ପ୍ରେମିକା ବୋଲି ା(୩)


Rate this content
Log in