STORYMIRROR

Kalyani Nanda

Others

3  

Kalyani Nanda

Others

ଶବ ପାଲଟି ଥିବା ମନ

ଶବ ପାଲଟି ଥିବା ମନ

1 min
11.9K

ମନ ସବୁ ଆଜିକାଲି ଶବ ପାଲଟି ଗଲାଣି,

ଦେହ ନିଷ୍ପ୍ରଭ , ଜଡ ପାଲଟିବା ଆଗରୁ।

ମନ ପୀଡିତ ହେଉ ଅଥବା ପୀଡକ ସାଜୁ ,

ଅତ୍ୟାଚାରୀ ହେଉ ବା ଅତ୍ୟାଚାରିତ ହେଉ,

ଆଉ ଚେତନା ଜାଗୁନି ,

ନା ଜାଗୁଛି ସ୍ପନ୍ଦନ ,

ମନ ସବୁ ତ କେବେଠୁ ମରି ସାରିଲେଣି,

ଅପାରଗ,ଅସାଢ ଦେହ କୁ ଛାଡି ।


         


Rate this content
Log in