STORYMIRROR

jagabandhu sahu

Others

3  

jagabandhu sahu

Others

ଶାଶୁଘର

ଶାଶୁଘର

1 min
222

ଝିଅ ଜନମଟା    ଦୁଇ କୁଳ ପାଇଁ

   ବିଧାତା ଲେଖିଛି ପରା

ହୃଦୟେ ତାହାର  ଦୁଇ କୁଳ ପାଇଁ

    ସ୍ନେହ ମମତାରେ ଭରା ।


ବାପାଘର ଖେଳ  ଅଳ୍ପ ଦିନ ପାଇଁ

    ମାଆ ଆଖିର ସେ ତାରା

ଭାଇ ବନ୍ଧୁ ପୁଣି    କୁଟୁମ୍ବକୁ ଛାଡି

    ଶାଶୁଘର ଯାଏ ପରା ।


ଶାଶୁଘର ଅଟେ  ତା ପାଇଁ ମନ୍ଦିର

    ସ୍ବାମୀ ଅଟେ ତା ଇଶ୍ବର

ଶାଶୁ ଶଶୁରଙ୍କୁ  ମାତା ପିତା ମଣି

    ଜୀବନ କରେ ସାକାର ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from jagabandhu sahu

Lass of money

Lass of money

1 min ପଢ଼ନ୍ତୁ

Happy break U...

Happy break U...

1 min ପଢ଼ନ୍ତୁ

Happy Missing...

Happy Missing...

1 min ପଢ଼ନ୍ତୁ

Happy Confess...

Happy Confess...

1 min ପଢ଼ନ୍ତୁ

Happy Flirtin...

Happy Flirtin...

1 min ପଢ଼ନ୍ତୁ

Happy Perfume...

Happy Perfume...

1 min ପଢ଼ନ୍ତୁ

Happy Kick Da...

Happy Kick Da...

1 min ପଢ଼ନ୍ତୁ

Happy Slap Da...

Happy Slap Da...

1 min ପଢ଼ନ୍ତୁ

Happy Valenti...

Happy Valenti...

1 min ପଢ଼ନ୍ତୁ

Happy Kiss Da...

Happy Kiss Da...

1 min ପଢ଼ନ୍ତୁ