STORYMIRROR

Dr Santosh Kumar Panda

Others

3  

Dr Santosh Kumar Panda

Others

ଶାମ୍ବ ଦଶମୀ

ଶାମ୍ବ ଦଶମୀ

1 min
175

ଦେବାଦେବୀ ସାଥେ ପ୍ରକୃତି ପୂଜନ

  ଏତ ଭାରତବର୍ଷ ସଂସ୍କୃତି 

ପର୍ବପର୍ବାଣୀରେ ଭରା ମୋ ଉତ୍କଳ

 ଭୁଲିନି ଓଡ଼ିଆ ଜାତି।୦।


ଶକ୍ତିର ଆଧାର ପ୍ରଭୁ ଦିବାକର

  ତାଙ୍କର ବିଶେଷ ପୂଜା

ଶାମ୍ବ ଦଶମୀରେ ହୁଏ ଘରେ ଘରେ

  କ୍ଷୀରି ପୁରି ମଣ୍ଡା ଖଜା।୧।


ମଙ୍ଗଳ ମନାସି ମାଆ ଆମ ପୂଜନ୍ତି

 ବାଢ଼ନ୍ତି ପସନ୍ଦ ଦ୍ରବ୍ୟ 

ସଂସାରର ଯେତେ ସମ୍ବରାସୁରଠୁ

  ଉଦ୍ଧର ହେ ଦେବ ସୂର୍ଯ୍ୟ।୨।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍