STORYMIRROR

Hrushikesh Satpathy

Others

3  

Hrushikesh Satpathy

Others

ସେନେହ ବନ୍ଧନ

ସେନେହ ବନ୍ଧନ

1 min
27.4K


ଅନେକେ ଲେଖନ୍ତି ପ୍ରଣୟ କବିିିତା

ଦୂୂୂର ଦିିିଗ୍ ବଳୟେ ଦେଖି।

ଆଜି ମୁଁ ଲେଖୁୁୁଛି ଏ ମୋର କବିିିତା

ତୁୁୁମରି ନାମରେ ସଖି।

ସଭିିିଏ ଭାବନ୍ତି ରାଧା ମୀରା କଥା

ମୋ ଭାବନା ଅଟେ ଭିିିନ୍ନ।

ଅମାବାସ୍ୟା କେବେ ଦେଇନ ଜୀବନେ

ଦେଇଛ ପୁୁୁନେଇ ଜହ୍ନ।

ଅନେକେ ତୂୂୂଳନ୍ତି ମୁୁୁଖ ସୁୁୁନ୍ଦରତା

ମୁଁ ତୁୁୁମ ହୃୃୃଦୟ ଦେଖେ।

କେଉଠି ପାଇବି ନିିିରିମାଖୀ ମନ

ଯାହା ପାଏ ତୁୁୁମ ପାଖେ।

କଦମ୍ବ ବଣରେ କାଦମ୍ବରୀ ରୂୂପେ

ନିିିକାଞ୍ଚନେ ଥିଲ ରହି।

ପ୍ରଣୟ ପୁୁୁଣ୍ୟରେ ଭରିିିଦେଲ ଆଗୋ

ମୋ ଜୀବନ,ହେ ବୈଦେହୀ।

ଆଖି ଲୁୁୁହ ସିିନା ପୋଛି ପାରିିିବିନି

କୋହକୁ ସାଉଟି ନେବି।

ଭାଙ୍ଗିଯାଅ ନାହିଁ ପ୍ରିିିୟତମା ମୋର

ସେନେହେ ସଜେଇ ଦେବି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍