STORYMIRROR

Manaswinee Dash

Children Stories

2  

Manaswinee Dash

Children Stories

ସେଇ ପିଲାଦିନ

ସେଇ ପିଲାଦିନ

1 min
87

ପିଲାଦିନେ ଶୋଇବାକୁ କରୁଥିଲି ଅଝଟ  

ଜେଜେମାକୁ ସେଇ ନଥିଲା ଦେଇ ଶୁଆଇ  

ବସୁଥିଲି ଚଢି ଖଟ  

ପରିରୀଇଜ କାହଣୀ ଦଉ ଥଲା ଶୁଣାଇ। 


ପରି ରାଇଜର ରାଜା  

ବିଳାସପୂର୍ଣ୍ଣ ପ୍ରାସାଦ ସବୁ ସୁବିଧାରେ ଭରା  

ହେଲେ ଜେଜେମା କରୁଥିଲା ମୋ ପାଇଁ କେତେ ସଜ  

ସବୁଦିନ ପରୀର ନା ଅଲଗା ରାମ ବି ଅଲଗା ପୂରା। 


ଦିନେ ରାତିରେ ଦେଖିଲି ସପନ  

ବନିଛି ମୁଁ ଗୋଟେ ପରି  

ହଠାତ ନିଦ ଗଲା ଭାଙ୍ଗି 

ନିଜକୁ ପାଇଲି ପୂର୍ବ ପରି। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍