STORYMIRROR

Jayadeba Mahapatra

Others

2  

Jayadeba Mahapatra

Others

ସ୍ଵଦେହରେ କେବେ ମର୍ତ୍ତ୍ୟକୁ ଆସ ମା

ସ୍ଵଦେହରେ କେବେ ମର୍ତ୍ତ୍ୟକୁ ଆସ ମା

1 min
13.8K


କେତେ ଦିନ ଆଉ ମାଟିର ମୂର୍ତ୍ତିରେ
ଶୋଭା ପାଉଥିବ ତୁମେ
ସ୍ଵଦେହରେ କେବେ ମର୍ତ୍ତ୍ୟକୁ ଆସ ମା
ଅପେକ୍ଷାରେ ଅଛୁ ଆମେ
ଚାନ୍ଦା ଆଣି ତୁମ ନାମେ
ମଦ ମାଂସ ଖାଇ ଚିତ୍କାର କରନ୍ତି
ଶ୍ଵାନ ପ୍ରାୟ ଗ୍ରାମେ ଗ୍ରାମେ |

ଅସୁର ପ୍ରକୃତି କ୍ରମେ
ବଢ଼ି ବଢ଼ି ଚାଲେ ମଣିଷ ଦେହରେ
ଲିପ୍ତ ରହେ ଅପକର୍ମେ
ଜାଣତରେ ଅବା ଭ୍ରମେ
କୂଟା ବାଉଁଶରୁ ରାବଣ ଖୋଜନ୍ତି
ପଡ଼ି ସୀତା ଚୋରି ପ୍ରେମେ |


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍