Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ansuman Swain

Others

3  

Ansuman Swain

Others

ସଡକ ସୁରକ୍ଷା ଜୀବନ ରକ୍ଷା

ସଡକ ସୁରକ୍ଷା ଜୀବନ ରକ୍ଷା

1 min
183



ଆମ ଏ ଜୀବନ କେତେ ମୂଲ୍ୟବାନ

   ଆମ୍ଭେ ତ ଜାଣିବା କଥା 

ସବୁ କ୍ଷେତ୍ରେ ଆମ୍ଭେ ସୁରକ୍ଷିତ ରହି 

   ସଭିଙ୍କୁ ଦେବା ସୁ ଶିକ୍ଷା ।


ଘର ଅଗଣା ଆମ୍ଭେ ରଖିବା ସଫା 

   ଲାଗିବ ତ କେତେ ଖୁସି

ସଦା ସର୍ବଦା ତ ନିରୋଗ ରହିବା 

   ଦିନ ବିତାଇବା ହସି ।


ବନ୍ଧୁ ଆମରି ପଥ ଆମରି ହସ୍ତ 

  ରଖିବା ତ ସଦା ସ୍ୱଚ୍ଛ

ସବୁରି କର୍ମ ସଫଳ ଯେ ହୋଇବ

  ହସିବ ଆମରି ନେତ ।


ଆମରି ହାତରେ ଆମରି ଏ ଦେଶ

  ଗଢି ତ ତୋଳିବା ଆମେ

ସୁରକ୍ଷିତ ରଖି ଆମ୍ଭେ ତ ହସିବା 

  ଚାଲିବା ଆମରି ଧାମେ ।


ଆସ ବନ୍ଧୁ ସଭିଏଁ ଶପଥ ନେବା 

  ସଡକ ରଖିବା ସଫା 

ସଦା ସିଏ ହସିଲେ ଆମ୍ଭେ ହସିବ 

    ହେବ ନାହିଁ ଅସୁବିଧା ।



Rate this content
Log in