STORYMIRROR

sumita behera

Others

2  

sumita behera

Others

ସବୁ ତ ତୁ

ସବୁ ତ ତୁ

1 min
80

  କପଟିଆରେ ତୁ

  ଦଗାଦିଆରେ ତୁ

  ତଥାପି ତତେ ମୁଁ ଭରସା କରେ,

  ଦେଖିଦେଲେ ଥରେ

  ମୋହକ ନୟନ

  ସବୁ ଭୁଲିଯାଇ ତତେ ହିଁ ଝୁରେ।


       


Rate this content
Log in