STORYMIRROR

Akankshya Panda

Others

3  

Akankshya Panda

Others

ସ୍ବପ୍ନର ଆରପାରିରେ

ସ୍ବପ୍ନର ଆରପାରିରେ

1 min
513


ବାସ୍ତବତା ଠାରୁ ଅନେକ ଦୂରରେ ..

ସ୍ବପ୍ନର କୁଝ୍ହଟିକାରେ ...

ତ କେବେ ଜହ୍ନର ଆଢୁଆଳରେ

ତା ପାଇଁ କଳ୍ପନାର ଘରଟିଏ ତୋଳିଦେଲି


ହେଲେ ଯେବେ ମୋ ଦିବାସ୍ବପ୍ନର ଅବସାନ ଘଟି

ବାସ୍ତବତାର ସଂସ୍ପର୍ଶରେ ଆସିଲି

ଦେହ ସାରା ଏକ ଅଜଣା ପୁଲକର ଶୀହରଣଟିଏ

ଖେଳି ଗଲା ..



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍