Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyajit Swain

Others

3  

Satyajit Swain

Others

*ସ୍ବପ୍ନ*

*ସ୍ବପ୍ନ*

1 min
113



ମିଛ ମରୀଚିକା ପରି 

ଆଖିରେ ଘର କରିଥିବା ସ୍ବପ୍ନ ସବୁକୁ 

ଘରେ ଲାଗିଥିବା ଅଳନ୍ଧୁ ପରି ସଫାକରିଦେବାପରେ, 

ଆଜି ଭାରି ହାଲୁକା ଲାଗୁଛି ||


କାହିଁକି ବା ପାଳିଥାନ୍ତି ସେମାନଙ୍କୁ? 

ଖାଲି ଯାହା କଷ୍ଟ ଦେଇଜାଣନ୍ତି 

ଥରେ ହେଲେ ଭାବନ୍ତିନି 

ସେମାନଙ୍କୁ ଆଖିରେ ସଜାଇଥିବା ମଣିଷଟା, 

ଦିନେ ହୁଏତ ସୀତା ସାଜି ଡ଼େଇଁପାରେ ସମାଜର ଲକ୍ଷ୍ମଣରେଖା 

ପୁଣି କେବେ ତାଙ୍କୁ ପୁରା କରିବାକୁ, 

ଭେଦିପାରେ ବିଶ୍ୱାସର ପ୍ରାଚୀର ||


ଆଉ ଇଚ୍ଛାନାହିଁ ସେମାନଙ୍କ ଭେଜାଲ ରଙ୍ଗରେ, 

ରଙ୍ଗେଇହୋଇ ଦୁନିଆଁ ଆଗରେ ଚକଚକ ଦିଶିବାକୁ ||


ଏବେ ଯାହା ବଞ୍ଚିବାକୁ ହେବ ସେମାନଙ୍କ ପାଇଁ, 

ଯାହା ଆଖି ଆଜିବି ସଜାଏ ମୋ' ପାଇଁ ରଙ୍ଗଭରା ସ୍ବପ୍ନ ||




Rate this content
Log in