STORYMIRROR

Sudesna Swain

Others

3  

Sudesna Swain

Others

ସ୍ବପ୍ନ ଏକ ଲୁହ ଅନେକ

ସ୍ବପ୍ନ ଏକ ଲୁହ ଅନେକ

1 min
243

ସ୍ବପ୍ନ ଏକ ଲୁହ ଅନେକ 


ସ୍ବପ୍ନ ନଦୀର ଧାରା ଅସୁମାରୀ 

ଲୌହ ନୌକା ର ମୁଁ ଏକ ନାଉରୀ 

ସ୍ବପ୍ନ ଅନେକ ଆଶାଭି ଅନେକ

ଆଶା ମୋର ନିରାଶାର ଖେଳଘର 

ସମୟ ଚକ୍ରର ଓଲଟା ଘୁର୍ଣ୍ଣନେ 

ମନ ସ୍ତତି କର ଅକସ୍ମାତ ପରିବର୍ତ୍ତନେ  

ପ୍ରିୟତମ ମୋ ସ୍ୱପ୍ନର ନାୟକ 

ପ୍ରେମର ରାଇଜେ ଏକା କରି ମତେ 

ଏକଇ ସ୍ବପ୍ନ ର ଲୁହ ଯେ ଅନେକ 

ଅମୃତ ହୃଦୟେ ବିଷାଦର ଚିତ୍ତେ 

ଏଡେ ଅଝଟିଆ ମନକୁ ମୋର 

ତୁମ ପାଇଁ ମୁଁ ବୁଝାଇ ଦେଲି 

ଶୁନ୍ୟତାରେ ପୁର୍ନତା ଭରିଲୁ

ମୋ ହୃଦୟ କୋହକୁ ରୋକୀନ ପାରିଲୁ 

ପ୍ରେମର ଝାସରେ ମତେ ଜଳାଇଲୁ 

କେଇଖଣ୍ଡ କାଗଜ ଟୁକୁରା ପରି 

ଜଳି ସାରି ଯେବେ ଅଂଗାର ହୋଇଲି 

ସେତେବେଳେ ତୁମେ ଆସି ପହଁଞ୍ଚିଲ 

ସ୍ୱାର୍ଥର କେଇବୁନ୍ଦା ଲୁହ ନିଗାଡ଼ି ଦେଲ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍