STORYMIRROR

Manaswinee Dash

Children Stories

3  

Manaswinee Dash

Children Stories

ସଭିଏଁ ନୁହନ୍ତି ସମାନ

ସଭିଏଁ ନୁହନ୍ତି ସମାନ

1 min
164

 ଶ୍ରେଣୀ ରେ ସବୁ ପିଲା ନ ଥାଆନ୍ତି ସମାନ, 

ସମସ୍ତନ୍କର ପାରଦର୍ଶିତା ର ସୋପାନ ଭିନ୍ନ ଭିନ୍ନ, 

କିଏ କୋଇଥିରେ ପାରନ୍ଗମ ନିପୁଣ, 

ପୁଣି କୋଉଠି ସଂପୂର୍ଣ୍ଣ ନ୍ୟୁନ। 


ପରିଶ୍ରମ ଯିଏ କରଇ କଠିନ, 

ପାଠପଢାରେ ଦିଏ ମନ, 

ସମୟରେ କରେ ପାଠ ସମାପନ, 

ଚଢି ଚାଲେ ସିଏ ସୋପାନ ସୋପାନ। 


ଯେତେ ପିଲା ଥିଲେ ସାଥୀରେ, 

ଖୁବ୍ କମ୍ ପହନ୍ଚନ୍ତି ଶୀର୍ଷ ରେ, 

ବିଜୟ ମୁକୁଟ ଶୋଭା ପାଏ ମଥାରେ, 

ସମ୍ମାନ ଜନକ ପଦ ପାଏ ସମାଜରେ। 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍