STORYMIRROR

Santosh Pattnayak

Others

3  

Santosh Pattnayak

Others

ସ୍ବାଭିମାନ ଜାଗୁ ହୃଦେ

ସ୍ବାଭିମାନ ଜାଗୁ ହୃଦେ

1 min
11.6K

କୋଟି ପ୍ରାଣବିନ୍ଦୁ ଓଡିଆର ଇନ୍ଦୁ 

   ଉତ୍କଳ ଗୌରବ ସେଇ 

ଅଦ୍ବିତୀୟ କୀର୍ତ୍ତି ରଖିଛି ସାଇତି 

   ସ୍ବାଭିମାନୀ ବୀର ହୋଇ


    ଶ୍ରଦ୍ଧାଞ୍ଜଳୀ ଘେନି ଆସ ଭାତୃ ଭଗ୍ନୀ 

       ସ୍ବାଭିମାନ ଜାଗୁ ହୃଦେ 

    ଭାଷାର ସୁରକ୍ଷା ଆମରି ହାତରେ 

        ଆଗାମୀ ପିଢିର ହିତେ....


       ସ୍ଥିତି ଓ ସଂସ୍କୃତି ଐତିହ୍ୟ କୀରତି

          ମନେଗୁଣୀ ବାରମ୍ବାର

       ପରଭାଷା ମୋହେ ମାତୃଭାଷା ଆମ 

            କରନାହିଁ ହତାଦର....।

 


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍