STORYMIRROR

Sunanda Mohanty

Children Stories Thriller Children

4  

Sunanda Mohanty

Children Stories Thriller Children

ସାଥି

ସାଥି

1 min
328


ଆଖିର ସାଥି ଲୁହ

ମନର ସାଥି କୋହ

ସମୁଦ୍ର ସାଥି ଢେଉ

ମାଛର ସାଥି କଉ

ଦିନର ସାଥି କାଉ

ରାତିରେ କୁକୁର ଭୂ

ନଦୀରେ ରାହା ନାଆ

ମୁନାର ସାଥି ଜେଜେମା

କୁନାର ସାଥି ପୁଷି

ମିଠୁର ସାଥି ଆସି

ଦୁହେଁ ଶାରୀ ଓ ଶୁଆ

ସକାଳେ କାଉ କାଆ

ଜେଜେଙ୍କ ବାଙ୍କୁଲି ବାଡ଼ି

ଅଜାଙ୍କ ପାନ ପେଡି

ଆଇର ଗୀତା ଭାଗବତ

ମୁନିର ମାଆ ପଣତ

କେହି କାହାକୁ ଛାଡ଼ି

ନରହେ ଗୋଟେ ଘଡି

ଏହି ଆମରି ସୁଖ

ଘଣ୍ଟ ଘୋଡେଇ ରଖ

ଆହେ କଳାଶ୍ରୀମୁଖ

ମାମୁଁ ଘର ବଡ଼ ସୁଖ

ପାଠ ପଢିବା ନୋହି ବିମୁଖ ।।


Rate this content
Log in