STORYMIRROR

Suresh chandra Padhy

Others

3  

Suresh chandra Padhy

Others

ସାଥି

ସାଥି

1 min
361

ସାଥି କେବେ ଆପଣାର ହୋଇଯାଏ

ଦୁଇ ମନକୁ ଯୋଡି ଦିଏ

ସାଥି କେବେ ଦୁଃଖ ଶୁଣିଯାଏ

ପର ହେଲେ ବି ନିଜର ହୋଇଯାଏ

ସାଥି ସାଥେ ସାଥେ ରହିଥାଏ

ସେ ମନ କଥା ଜାଣୁ ଥାଏ

ସାଥି ଆଖିର ଲୁହକୁ ପୋଛିଦିଏ

ସେ ମନର ବେଦନା ଜାଣିଦିଏ

ସାଥି କେବେ ଆନନ୍ଦ ଜୀବନେ ଭରିଦିଏ

ସବୁ ଖୁସି ଆଣିଦିଏ

ସାଥି କେବେ ହାତ ଧରି ଚାଲୁଥାଏ

ପରିବାରକୁ ନିଜର ଭାବୁଥାଏ

ସାଥି କେବେ ଶତୃ ହୋଇଯାଏ

ସବୁ ବେଳେ କଟୁ କଥା କହୁଥାଏ

ଭାଗ୍ୟ ବେଳେ ସାଥି ଉତ୍ତମ ହୁଏ

ଜୀବନେ ଶାନ୍ତି ଓ ସୁଖ ଦେଇଯାଏ



Rate this content
Log in