Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Others

2  

ଓଡ଼ିଆ ଗଳ୍ପ ଓ କବିତା - ୨

Others

ସାଥି ତୁମେ କେତେ ଦୂରେ

ସାଥି ତୁମେ କେତେ ଦୂରେ

1 min
7.0K


ଜେବେ ଆକାଶରେ ଜହ୍ନ

ଲୁଚ କାଳି ଖେଳେ

ତୁମ କଥା ମନେ ପଡେ ପାହାନ୍ତି ରାତିରେ

ନିଦ ଭାଙ୍ଗିଗଲେ

ଏ ମନ ତୁମକୁ ଝୁରେ

ଜାଣେନା ମୁଁ ଜାଣେନା ରେ ....

ପ୍ରିୟା ତୁମେ କେତେ ଦୂରେ

ସାଥି ତୁମେ କେତେ ଦୂରେ


Rate this content
Log in