ସାର୍ଥକ ହେବ ଜନମ
ସାର୍ଥକ ହେବ ଜନମ
1 min
6.8K
ଆସ ଆସ ଭାଇ ଭଉଣୀ ସଭିଏଁ
ରାମ ଦାମ ଶ୍ୟାମ ବିଭୁ
ଦୁନିଆ ଭିତରେ ଯାହା ଦେଖୁଛନ୍ତି
ସବୁ ତାଙ୍କର ଭିଆଣ
ତାଙ୍କରି ପରଶେ ମାଟି ହୁଏ ସୁନା
ସୁନା ହୁଏ ମାଟି ଜାଣ
ତାଙ୍କର ଦରଶନେ ଲଭିବା ମୁକତି
ସୁଖେ ବିତିଜିବ ଦିନ
କପାଳ ଲିଖିନ ନୁହଁଇ ଅନ୍ୟଥା
ଏତ ବିଧିର ବିଧାନ
ତେବେରେ ଆତ୍ମନ ସୁକରମ କର
ଜଗତେ ରଖିବା ନାମ
ସମାଜର ହିତେ ଦେଲେ ମନଧ୍ୟାନ
ସାର୍ଥକ ହେବ ଜନମ ।