STORYMIRROR

Ram Prasad Bisoi

Others

3  

Ram Prasad Bisoi

Others

ସାମାଜିକ ନ୍ୟାୟ ଓ ଭାରତ ।

ସାମାଜିକ ନ୍ୟାୟ ଓ ଭାରତ ।

1 min
14K


ସାମାଜିକ ନ୍ୟାୟ ଓ ଭାରତ ।

ସବଳ ହେବା ପାଇଁ ଆପଣାର ଛାୟା ଭିଡ଼ ଜମାଏ ଏଠି ସମସ୍ତେ ପାରିବାରପଣ ଦେଖାଇ ହୁଅନ୍ତି , ଅତ୍ୟାଚାର ଓ ଅତ୍ୟାଚାରିତ ର ନିରନ୍ତର ଏ ଯୁଦ୍ଧ, କେତେ ଯେ ଆତ୍ମା ଘାଇଲା ହୁଏ ଏଠି କିଏ ! ରଖିଛି ତାର ହିସାବ , ପରିବାର କୁହ, ଦେଶ କୁହ ରାଜନୀତି କୁହ, ଶାସନ କୁହ ଏଠି ଦୌଡ ସବୁଠି ଗ୍ଲାନିବୋଧ ଏଠି ହତ୍ୟା ହେଲାଣି ମଣିଷ ବୋଲାଇ ହେଉ ଥିବା ଅମଣିଷଙ୍କ ଭିତରେ ପ୍ରେମ ହଜି ଗଲାଣି ପ୍ରଯୁକ୍ତିବିଦ୍ୟାର ବିଚକ୍ଷଣତା ଭିତରେ ସ୍ୱର ହେଠି ଭାସିଗଲା ଭୂତ କେଳି ନାଚ ଏ ଟଙ୍କାର ଭଗ୍ୟ ନିରୀହ ମଣିଷଙ୍କ ଆମ ଦେଶର ସମ୍ବିଧାନ କହେ ଆମେ ସାମାଜିକ ସାଧାରଣତନ୍ତ୍ର ଗଣତାନ୍ତ୍ରିକ ସବଳ କୁ କରି ଆହୁରି ବଳଶାଳୀ ଦୁର୍ବଳ କୁ କରି ନିଶ୍ୱେଷିତ ରୁହୁ ସଦା ସର୍ବଦା ଏ ସବଳ ଦୁର୍ବଳର ଯୁଦ୍ଧ ହାଏ ରେ ପ୍ରଚଳିତ ସାମାଜିକ ନ୍ୟାୟ ଓ ଭାରତ ।

ରାମ ପ୍ରସାଦ ବିଶୋଇ (କାଶ୍ୟପ) ବାଙ୍ଗାଲୋର । ତା-୧୦-୦୬-୧୬, ସମୟ-ଦିନ-୧୨-୪୫ ।

 
 


Rate this content
Log in