Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Mahendra Kumar Pradhan

Others

3.4  

Mahendra Kumar Pradhan

Others

ସାଇତି ରଖିଥିବୁ ସାଥୀ

ସାଇତି ରଖିଥିବୁ ସାଥୀ

1 min
11.5K



ରକ୍ତବର୍ଣ୍ଣ ଗୋଲାପରୁ ଆହୁରି ସୁନ୍ଦର

ସୁକୋମଳ ଏଇ ଟିକି ଅଙ୍ଗ ମୋର

ମୋ ରୁଧିରେ ସ୍ନାତ ନିତି ।

ମୋ ଛାତି ତଳେ ଧଡକୁଛି ଖାଲି

ତୋତେ ଭାବି ଭାବି ଭାବରଙ୍ଗ ବୋଳି

ଅହରହ ଦିନରାତି ।

ଆଉ ରହିବାକୁ ତାର ମନ ମୋ ଭିତରେ

ଲାଗୁନାହିଁ ବୋଲି ତୁମକୁ ଝୁରେ ନିରନ୍ତରେ ,

ମୋ ହୃଦୟ ର ଏଇ ଗତି ।

ଦେଖି ଯେ ତୁମକୁ ଏହା ସମର୍ପି ଦେଉଛି

ମୋ ଜୀବନ ସମ୍ପଦକୁ ଅରପି ଦେଉଛି

ସାଇତି ରଖିଥିବୁ ସାଥୀ ।



Rate this content
Log in