STORYMIRROR

jagabandhu sahu

Others

3  

jagabandhu sahu

Others

ସାଧନା

ସାଧନା

1 min
326

ସାଧନା ବଳରେ   ଶକ୍ତ ଏ ମଣିଷ

    ସାଧନାରେ ଦିବ୍ଯ ଦୃଷ୍ଟି

ସାଧନା ବଳରେ   ଗଢିଲେ ଇଶ୍ବର

     ସୁନ୍ଦର ଏଇ ଯେ ସୃଷ୍ଟି ।


ସାଧନାରେ ପରା  ମନ ରହେ ଶାନ୍ତ

    ସାଧନାରେ ସିଦ୍ଧି ପ୍ରାପ୍ତି 

ସାଧନାରେ ପରା ଦିବ୍ଯ ଶକ୍ତି ମିଳେ

     ଇଶ୍ବର ହୁଅନ୍ତି ପ୍ରିତି ।


ସତୀ ସାଧନାରେ   ଦୁଷ୍ଟ ଜଳନ୍ଧର

    ହେଲା ତ୍ରିଲୋକ ବିଜୟୀ

ସାଧନାର ଶକ୍ତି   ଅଭେଦ୍ୟ କବଚ

     ବିଷ୍ଣୁ ଯାଇଛନ୍ତି କହି ।


ସାଧନା କରିଲେ ସବୁ କ୍ଷେତ୍ରେ ତୁମେ

    କରିବ ଯେ ଜୟ ଲାଭ

ସାଧନା ବଳରେ   ଜଗାକୁ ପାଇବ

     ରଖିଲେ ତାଆଠି ଭାବ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

More oriya poem from jagabandhu sahu

Lass of money

Lass of money

1 min ପଢ଼ନ୍ତୁ

Happy break U...

Happy break U...

1 min ପଢ଼ନ୍ତୁ

Happy Missing...

Happy Missing...

1 min ପଢ଼ନ୍ତୁ

Happy Confess...

Happy Confess...

1 min ପଢ଼ନ୍ତୁ

Happy Flirtin...

Happy Flirtin...

1 min ପଢ଼ନ୍ତୁ

Happy Perfume...

Happy Perfume...

1 min ପଢ଼ନ୍ତୁ

Happy Kick Da...

Happy Kick Da...

1 min ପଢ଼ନ୍ତୁ

Happy Slap Da...

Happy Slap Da...

1 min ପଢ଼ନ୍ତୁ

Happy Valenti...

Happy Valenti...

1 min ପଢ଼ନ୍ତୁ

Happy Kiss Da...

Happy Kiss Da...

1 min ପଢ଼ନ୍ତୁ