STORYMIRROR

Brundabana Pradhan

Others

3  

Brundabana Pradhan

Others

ସ୍ଵାଧୀନ ଭାରତର ନାଗରିକ

ସ୍ଵାଧୀନ ଭାରତର ନାଗରିକ

1 min
87

କେମିତି କହିବି ସ୍ୱାଧୀନ 

ଦେଶର ନାଗରିକ ବୋଲି। 

ଯେଉଁଠି ନାରୀ ନିର୍ଯ୍ୟାତନା 

 ବାରମ୍ବାର ହେଉଥାଏ ଖାଲି। 

ନାରୀ ଟିଏ ରାଜରାସ୍ତାରେ 

ପାରେନି ଏକା ଏକା ଚାଲି। 

ଜାନି ଯଉତୁକ ଆଣିନି ବୋଲି 

ନିତି ଖାଏ କେତେ ସେ ଗାଲି

କେମିତି କହିବି ସ୍ୱାଧୀନ 

ଦେଶର ଏକ ନାଗରିକ ବୋଲି । 

କେତେ ଆଶା କେତେ ସ୍ୱପ୍ନ ନେଇ 

ଆସିବି ବୋଲି ଭାବୁଥାଏ ଖାଲି 

ଆସି ନ ଦେଇ ତାକୁ 

ଅଧବାଟରେ କରନ୍ତି ଗୁଳି। 

କେମିତି କହିବି ସ୍ୱାଧୀନ 

ଭାରତର ମୁଁ ନାଗରିକ ବୋଲି। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍