STORYMIRROR

Jagabandhu Sahu

Others

3  

Jagabandhu Sahu

Others

ସାଧବ ବୋହୂ

ସାଧବ ବୋହୂ

1 min
176

 (ପାଟପୋକ )


ପୁଷ ମାର୍ଗଶୀରେ  ବାଲିଆ ଜମିରେ

    ଆସୁଥିଲେ ସିଏ ଲେଉଟି

କୋମଳ ସୁନ୍ଦର  ରଙ୍ଗ ଜର ଜର

    ରୂପରେ ସାଧବବୋହୂଟି

    ପାଟପୋକ ଅନ୍ୟ ନାମଟି 

କଅଁଳ ପତର ଆହାର ତାଙ୍କରି

    ଠୁକୁରୁ ଠୁକୁରୁ ଚାଲିଟି 

ଏଇ ପାଟ ପୋକ ଲୁପ୍ତ ପ୍ରାୟ ଆଜି

     ନାହିଁ ତାଙ୍କ ଆଗମନ

ଘାସ ଗାଲିଚାରେ ପାଟପୋକ ସାଥେ

     ମନେପଡେ ପିଲାଦିନ ।

   


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍