Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Dr Subas Chandra Rout

Others

3  

Dr Subas Chandra Rout

Others

ସ୍ୱପ୍ନରେ ମୋତେ ପ୍ରଭୁ ମିଳିଲେ

ସ୍ୱପ୍ନରେ ମୋତେ ପ୍ରଭୁ ମିଳିଲେ

1 min
193


ମୁଖ ନିସୃତଃ କବି – ସନ୍ଥ କବୀର ଦାସ

ଅନୁବାଦ - Dr Subas Chandra Rout

ସ୍ୱପ୍ନରେ ମୋତେ ପ୍ରଭୁ ମିଳିଲେ, ଛାତିରେ ଲଗେଇ ଦେଲେ,

ଡରରେ ଚକ୍ଷୁ ଖୋଲିଲିନି ମୁଁ, ସପନ ହଜିବ କାଳେ ।

ବହୁତ ଗୁଣ ମୋ ସାଇଁଙ୍କର, ହୃଦେ ଲେଖା ରହିଥିବ,

ପାଣି ପିଏନି ଏହି ଡରରେ, କାଳେ ଲିପି ଧୋଇ ଯିବ ।

ଚକ୍ଷୁ ମଧ୍ୟକୁ ଯେବେ ଆସିବେ, ମୁଦିବି ଆଖି ପତାକୁ,

ଦେଖିବିନି ମୁଁ ଆଉ କାହାକୁ, କେହି ଦେଖିବେନି ତାଙ୍କୁ ।


Rate this content
Log in