STORYMIRROR

Dasarathi Sahu

Others

2  

Dasarathi Sahu

Others

ସ୍ୱପ୍ନ

ସ୍ୱପ୍ନ

1 min
1.4K


କୁହ ହେ ସପନ! ଏକି ତମ ପ୍ରେମ

ଦେଇଛି କି କିଏ ରାଣ,

ସଵୁରି ଆଖିକୁ ଚୁମିଚୁମି ଯାଅ

ଭାଵିଵା ଲାଗେ ଗହନ

ନିଦୁଆ ଆଖିକୁ ଭଲ ପାଅ କି ଗୋ

କହିଦିଅ ମୋର କାନେ,

ପ୍ରତିଜ୍ଞାଵଦ୍ଧକି, କାହାପାଇଁ ତୁମେ

ଭାବୁଛି ଏକଥା ମନେ

କେଵେ ଆଣିଦିଅ ଖୁସିର ଫଗୁଣ

କେଵେ କୋରିଦିଅ ଛାତି,

ହସ ଲୁହ ତୁମ ଦେହ ଗହଣା କି

ତୁମେ ସ୍ମୃତି ସଞ୍ଜଵତୀ

ଦାଶରଥି ସାହୁ

କଳମ୍ବ/ଗଜାଂମ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍