ସ୍ୱପ୍ନ
ସ୍ୱପ୍ନ
1 min
167
ସ୍ୱପ୍ନ ଏକ ଅସରା ଅଧ୍ୟାୟ
ଯାହାର ନ ଥାଏ ଆଦି
ନ ଥାଏ ବି ଅନ୍ତ l
ଘୁରିବୁଲୁଥାଏ ସିନା
ପରୀ ରାଇଜର
କେଡେ ଭୟଙ୍କର ସିଏ
କେତେ ଅଭିଶପ୍ତ
କେବେ ସେ ସମର୍ପି ଦିଏ
ଅତି ପ୍ରିୟ ତୁମେ
କେବେ ଦିଏ
ଜୀଇଁବାର ମନ୍ତ୍ର l
ତୋଳିଦିଏ ନଭଶ୍ଚୁମ୍ଭୀ
ଆଶାର ସଉଧ
ଫୁଣି କେବେ ଭାଙ୍ଗେ ସବୁ
କରି ଇତସ୍ତତଃ l
