STORYMIRROR

pratap nayak

Others

3  

pratap nayak

Others

ସ୍ୱପ୍ନ

ସ୍ୱପ୍ନ

1 min
13.7K


ପ୍ରତାପ ନାୟକ

୭୦୦୮୦୫୪୨୮୨


ଥୀର ହେଲା ଜୀବନ

ନିରଳସ ପବନ

ମନେ ଅବଗାହନ

ବାରଫଳିଆ ଶିଡିରେ

ହେଲା ରାତ୍ରୀ ଜାପନ.....


ଶୋଇଲେଣି ସମସ୍ତେ

ମନ ହେଲା ଉଚ୍ଛନ୍ନ....

ଘେରିଲାଣି ମଶାରୀ

ଖଡଖଡ ନକରି

ଅାସି ତମେ ଫେରିଯାଅ

ହେଲା ରାତି ମଳିନ....


କୁଆଁତାରା ହେଲା ତୋଫା

କାଉ ରାବି ବ ପରା

ଉଠି ତୁମେ ଯାଉନ ....

କା ନଜର ପଡିଗଲେ

ହେବ ବଡ ବିଷମ

ତୁମେ କଣ ଯାଣିନ?


Rate this content
Log in