STORYMIRROR

Ram Prasad Bisoi

Others

2  

Ram Prasad Bisoi

Others

ସ୍ୱୀକାରୋକ୍ତି ।

ସ୍ୱୀକାରୋକ୍ତି ।

1 min
13K


  • ସ୍ୱୀକାରୋକ୍ତି ।

    ଅଲଗା ମାଟିରେ ତିଆରି ନିଆରା ସାଧାରଣ ମଣିଷଟିଏ,

    ହୃଦୟର ସହ ଭଲ ପାଏ ତୁମକୁ ମନ ଅମାନିଆ ଏବଂ ଏକୁଟିଆ ମୋ ହୃଦୟ, ଭାବପ୍ରବଣତା ମୋ ଦୁନିଆ, ଅନେକ ଦିନୁ ମୃତ ହୋଇ ପଡିଥିବା ଅବେଗଭରା ରୁଦ୍ଧପ୍ରସବଣର ଖୋଲିଦେଲ ଦ୍ୱାର ତୁମେ ସବୁ, ଦେଖାଇଲେ ତୁମ ଆଖିରେ , ନୂଆ ନୂଆ ସ୍ଵପ୍ଣ , କି ଅବା ଦେଇ ପାରିବି ତୁମକୁ କୁହ , ଖାଲି ବାକି ଅଛି ଏ ହୃଦୟ ତାକୁ ତ ତୁମକୁ ଦେଇ ସାରିଛି, କେବେଠୁ ତା ଛଡା ମୁଁ ଯେ ନିଃସ୍ୱ , ଆବେଗ ଖାଲି ରହିଯାଇଛି, ମୋ ପାଶେ ତାକୁ ବାଣ୍ଟି ଚାଲିଛି ତୁମ ସହ ସବୁଦିନେ ବୋଧେ ମିଳିଯାଇ ପାରେ ମତେ, ଗୋଟିଏ ପରିଚୟ, ଏ ମୋର ""ସ୍ୱୀକାରୋକ୍ତି "" । @କାଶ୍ୟପ

     
     


Rate this content
Log in