STORYMIRROR

Jagabandhu Sahu

Others

3  

Jagabandhu Sahu

Others

ସ୍ୱଚ୍ଛତା

ସ୍ୱଚ୍ଛତା

1 min
278

ସ୍ୱଚ୍ଛତାରହିବା ଆସ ସର୍ବେ ଆମେ

     ସ୍ୱଚ୍ଛ ପରିବେଶ ଗଢି

ସ୍ୱଚ୍ଛତା ରଖିଲେ  ପରିବେଶ ଆମ

    କୋରନା ବି ଯିବ ଛାଡି


ସ୍ୱଚ୍ଛତା ରଖିବା   ଆସ ପରିବେଶ

     ଆବର୍ଜନା କରି ଦୂର

ସର୍ବେ ମିଳିମିଶି  ସ୍ୱଚ୍ଛତା ରଖିଲେ

    ବେମାରକୁ ନାହିଁ ଡ଼ର


ସ୍ୱଚ୍ଛତାର ଆମ ପରି ବେଶ ଦେଖି

    ହସିବ ଧରଣୀ ରାଣୀ

ସାରା ସଂସାରରେ ଯଶ ବଢ଼ାଇବା 

     ସ୍ୱଚ୍ଛ ଭାରତ ନିର୍ମାଣି


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍