ସ୍ୱଚ୍ଛ ଭାରତ
ସ୍ୱଚ୍ଛ ଭାରତ
ଗଛ୍,ପତର୍ କାଟି ଫେକଟିରି କରୁଛ
ହେମି କହିକରି ରଜା
ଠିକ୍ ସମିଆ ଥି ବର୍ଷା ନାଇଁ ହେବାର୍
ପାଏଛୁ କେତେ ସଜା ।
ଆକାଶେ ଉଡୁଛେ କଲା ଧୂଆଁ କେତେ
କଲ କାରଖାନା ର,
ପରିବେଶ କେ ଖରାପ୍ କରୁଛେ
ସେ ତ ଅହ ରହ୍ ।
ଗାଡି,ମଟର୍ ଚାଲୁଛେ ଦିନ୍ କେ ରାଏତ୍
ରୋଡ୍ ଘାଟ୍ ଦିସୁଛେ କଲା ,
ନିଶ୍ବାସ ନେବାର୍ ଟା ବଡା କଡା ଲାଗୁଛେ
ଜୀବନ ହେଲା ବଡା ଗୁଲଗୁଲା ।
ଲାଏଜ୍ ସରମ୍ ମୁନୁଷ୍ ପୁଡେଇ ଖାଏଲେ
ଯାହି ଦେଖବ୍ ଜରି ମାଙ୍ଗ୍'ଲେ,
ପରିବେଷ୍ କେ ଖରାପ୍ କରବାର୍ ଲାଗି
ଆରୁ ପାଦେ ଆଗ୍ କେ ଗଲେ ।
ନଏଦ୍,ନାଲ୍ ସବୁ ବିଷ୍ ହେଇ ଗଲାନ
ଜରି,ଫେକଟିରି ପାଏନ୍ ପଡି
ପରିବେଶ ଧିରେ ଧିରେ ବଦୁଲୁଛେ
ବିନାସ ରୁପ୍ କେ ଧରି । ।
ସମିଆ ଅଛେ ଆସ ମିଲିମିଶି ଜିମା ବଦିଲି
ପରିବେଶ କେ ସଫା କର୍'ମା
ଗଛ୍ ଗୁଟେ ଗୁଟେ ଲଗେଇ ସବେ
ଜରି କେ ବର୍ଜନ କର୍'ମା ।
