Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ସୁରେନ୍ଦ୍ର ମିଶ୍ର

Others

3  

ସୁରେନ୍ଦ୍ର ମିଶ୍ର

Others

ସ୍ୱାଧୀନତା ଦିବସ

ସ୍ୱାଧୀନତା ଦିବସ

1 min
196



ସ୍ଵାଧୀନ ଦେଶର ସନ୍ତାନ ଆମେ

ସ୍ବାଧୀନତାର ମୂଲ୍ୟ ବୁଝିବା

ସ୍ୱାଧୀନତା ଦିବସ ଖୁସିରେ ପାଳି

ଭାରତ ମାତା ର ଯଶ ଗାଇବା ।


ଜାତୀୟ ପତକା ହାତରେ ଧରି

ଜନଗଣ ମନ ସଭିଏଁ ଗାଇବା

ଭାରତ ଆମର ଶାନ୍ତି ର ଦେଶ  

ସାରା ବିଶ୍ବ କୁ ଜଣେଇ ଦେବା

ଜାଗହେ ନବୀନ ଭାରତର ସନ୍ତାନ

ଆସିଛି ଶୁଭଲଗନ ।


ମୁକ୍ତ ଭାରତର ଅଗଷ୍ଟ ପନ୍ଦର  

ଆଜି ଅଟେ ପରା ଜନ୍ମ ଦିନ,

ଜୟ ତୁମେ ମହାନ ଆତ୍ମା

ମନେ ପଡେ ଆଜି ସେହି ବୀର ପୁରୁଷ ଙ୍କ 

ଅପୂର୍ବ ଗୌରବ ର ଗାଥା,

କେତେ କାରାବରଣ,କେତେ କଷ୍ଟ ସହି 

ଦେଇଥିଲେ ଚିର ଦିନ ପାଇଁ ସ୍ୱାଧୀନତା,।


ତାଙ୍କ ପ୍ରାଣ ପ୍ରତିଦାନ ଦେଇଥିଲେ 

ଆମକୁ ପରାଧୀନତା ରୁ କରିଥିଲେ ମୁକ୍ତ  

ଅହିଂସା କୁ ବ୍ରହ୍ମା ଅସ୍ତ୍ର କରି କରିଥିଲେ ଶାନ୍ତିର ଚୁକ୍ତି,

ଅହିଂସା କୁ ବ୍ରହ୍ମା ଅସ୍ତ୍ର କରି

ଇଂରେଜ ମାନଙ୍କର କରିଲେ ଶିରଚ୍ଛେଦ ।


 ସୁଣ ହେ ମୋର ଭଉଣୀ ଭାଇ

ଘରେ ରହି ରାଷ୍ଟ୍ର ଗୀତ ଗାନ କରିବା 

ଆମ ଦେଶର ବୀର ପୁତ୍ର ଙ୍କ

ସଦା ବିଜୟର କାମନା କରିବା ।


ଖୁସି ଆନନ୍ଦରେ ଭାରତମାତାର

ଜୟ ଧ୍ୱନି ବାର୍ତା ଦେଇ

ଭାରତ ମାତାର ନାମ ଉଚ୍ଚ କରିବା

୭୬ତମ ସ୍ବାଧନତା ଦିବସକୁ ବିଦାୟ ଦେଇ

୭୭ତମ ସ୍ବାଧିନତା ଦିବସକୁ ସ୍ବାଗତ ଜଣେଇବା ।।


     


Rate this content
Log in