Apalata Aruk
Others
ମୁଁ କେବେ ତୋତେ
ରତ୍ନ ପଞ୍ଜୁରୀରେ
କରିପାରିବିନି ପିଞ୍ଜରାବଦ୍ଧ ।
ଜାଣିଛି ମୁଁ ତୋର
ଉଡାଣର ଆନନ୍ଦ,
ସ୍ୱାଧୀନତାର ଅମୃତମୟ ସ୍ୱାଦ ।
ତୋ ଲାଗି ଟାଣିନି
ଲକ୍ଷ୍ମଣରେଖା
ନିର୍ଣ୍ଣୟ କରିନି ସୀମା ସରହଦ ,
ବିଚରଣ କରୁଥା ତୁ
ପୃଥ୍ବୀରୁ ଅନ୍ତରୀକ୍ଷ
ଲଭୁଥା ତୁ ପରମ ଆନନ୍ଦ ।
ଜାଳିଦିଅ କୁତ୍ସ...
ତଲ୍ଲୀନ ମୁଁ ତବ...
ସୁନାବେଶ
ସ୍ୱଚ୍ଛ ପରିବେଶ...
ପଚାରନା ମୋତେ
ନିର୍ଦ୍ଦୟ ମଣିଷ
ପୂଜିବା ମାଆ ମଙ...
ପ୍ରିୟ ପଖାଳ
ହୋଲିକାର ସ୍ୱାହ...
ମୋ ମାତୃଭାଷା