ସ୍ୱାଧୀନ ଚୌସ୍ତରୀ
ସ୍ୱାଧୀନ ଚୌସ୍ତରୀ
1 min
35
ଆଶା ଅନେକ
ପନ୍ଥା ଏକ
ଆତ୍ମନିର୍ଭର
ଗ୍ରାମରୁ ସହର
ସହରରୁ ଦେଶ
ଦେଶରୁ ବିଶ୍ୱ
ଅପନା ପୟର
ଖଡା ହୋନା
ଝଡ଼ପରେ ପୁଣି
ନିଡ ରଚନା ।
ଭାରତ ର ଆତ୍ମା
ପ୍ରୀତି ମିତ୍ରତା
ପଡ଼ୋଶୀଗ ବଂଧୁ
ଶତ୍ରୁର ପାଇଁ ବଳିଦାନ
ବିସ୍ତାର କୁ ଜବାବ
ମିତ୍ରତା କୁ ସମ୍ମାନ
ପରିବାର ପରି
ଦେଶ ମହାନ
ଦେଶ ପରି ବିଶ୍ୱ
ଗୋଟିଏ ସୂର୍ଯ୍ୟଙ୍କ ପାଇଁ
କୋଟିକୋଟି ପ୍ରାଣ ।