Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Satyabati Swain

Others

3  

Satyabati Swain

Others

ସ୍ୱାଦ

ସ୍ୱାଦ

1 min
180


ଅନେକ ସନ୍ଦେହ ଆଖି

ମୋ ଉପରେ ପହଁରେ

କେହି ମୁହଁ ଖୋଲି କୁହନ୍ତି ତ

କେହି ମୁହଁ ନ ଖୋଲିଲେ ବି

ଆଖିରେ ପ୍ରଶ୍ନ ପଚାରନ୍ତି

ମୁଁ ଅବିବାହିତ କାହିଁକି ?


ମୋର କାହା ସଙ୍ଗେ ଚକକର ଥିଲା କି ?

କେହି ମୋତେ ଭଲ ପାଇ

ପ୍ରତାରିତ କଲା କି ?

କିବା କାର ପସନ୍ଦ ନ ହେଲି

କି ଅବା ଅବୈଧ ସମ୍ପର୍କ ରେ ଲିପ୍ତ

ଜଣକ ପାଖେ ସନ୍ତୁଷ୍ଟ ନୁହେଁ

ଓଲେଇ ଗାଈ

ସବୁ ଆଡେ ମୁହଁ ମାରିବା ଅଭ୍ୟାସ ?


ଆଶ୍ଚର୍ଯ୍ୟ ଲାଗେ

ଲୋକଙ୍କ ମାନସିକତା

ମୋତେ ହସେ ଲାଗେ ବି

ବିଚାରା ଜୀଵ

ସେ କାହୁଁ ବୁଝିବେ

ମୁକ୍ତ ଜୀବନର ସ୍ୱାଦ

ମୁକୁଳା ଆକାଶ ପ୍ରତି ପ୍ରେମ ?



Rate this content
Log in