STORYMIRROR

Lipi Sahoo

Others

2  

Lipi Sahoo

Others

ରୂଦ୍ରାଣୀ

ରୂଦ୍ରାଣୀ

1 min
109

ସ୍ତବ୍ଧ ଆଜି ସସାଗରା

ଶୁଣି ନିୟତିର ଶେଷ ନିଷ୍ପତି

ଚକ୍ରବ୍ୟୁହେ ନିପତିତ

ଅସହାୟା ମୃଗୁଣୀ ସମ

ହୃଦୟ କରେ ହା ହା କାର

ଶୂନ୍ୟେ ଶୂନ୍ୟେ ମହାଶୂନ୍ୟେ

ଝଂକାର ତୋଳେ

ତାର ଆତୁର ଚିତ୍କାର

ରହି ଯାଅ ରୂଦ୍ରାଣ୍ରୀ

ତୋଳନା ରାଗ ତାଣ୍ଡବର

କ୍ଷାନ୍ତ ହୁଅ ଶାନ୍ତ ହୁଅ

ତୋଳି ଧର ଦଶଭୂଜା

ଆଶୀର୍ବାଦ ଠାଣିରେ

କରାଳର କାଳିମା

ନ ଲାଗୁ ପଲ୍ଲବୀତ ସୃଷ୍ଟିରେ

ଅଂଶ ତୁମର ମୁଁ

ନୀରବରେ ବିଲୀନ ହୋଇଯାଏ

ତୁମରି ଠାରେ ......



Rate this content
Log in