STORYMIRROR

sumita behera

Others

3  

sumita behera

Others

ଋତୁରାଜ

ଋତୁରାଜ

1 min
204


ଯଦୁକରୀ ବସନ୍ତ ପରଶେ

ବେପଥୁ ଖେଳେ ମନପ୍ରାଣେ

କମନୀୟ ଶୋଭକାନ୍ତି ଶରୀରେ,

କୋକିଳର ମିଠା ମିଠା ତାନେ

ଚୋରା ମଳୟର ଶିହରଣେ

ଋତୁରାଜ ଆସେ ଧାରା ଧାମରେ।



Rate this content
Log in