STORYMIRROR

ଫାଲଗୁନି ରଣା

Others

2  

ଫାଲଗୁନି ରଣା

Others

ରତ୍ନେଶ୍ବରୀ ବନ୍ଦନା

ରତ୍ନେଶ୍ବରୀ ବନ୍ଦନା

1 min
111

ଜୟ ରତ୍ନେଶ୍ବରୀ ଗୋ ପରମ ପୁଣ୍ୟପଦ

ତୁହି ଠାଵ ଦେଲେ ମାତ ନ ପଡେ ଆପଦ

ସକଳ କଷଣ ତୁହି କରୁ ନିବାରଣ

ଏଣୁ ଵନ୍ଦୁୁଅଛି ତୋର ଅବ୍ୟକ୍ତ ଚରଣ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍