Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ram Prasad Bisoi

Others

3  

Ram Prasad Bisoi

Others

ରଥ ଉପରେ ଠାକୁର ।

ରଥ ଉପରେ ଠାକୁର ।

1 min
6.9K


ରଥ ଉପରେ ଠାକୁର ।

ଲୀଳାମୟ ବ୍ରହଃ ତୁମେ ତମ ଲୀଳା ଅପାର, ରଥ ଉପରେ ବିରାଜି ଦିଅ ତୁମ ଦିବ୍ୟ ଦର୍ଶନ, କଳି ର ଠାକୁର ତମେ ଆହେ ପ୍ରଭୁ ଜଗନ୍ନାଥ, ନାହିଁ ବର୍ଣ୍ଣବୈଷମ୍ୟ , ବିଶ୍ୱଭାତୃବାଦ, ଆସିମତାରେ କ୍ଷୁଦ୍ରତାର ସନ୍ଧାନ ଚେତନା ,ବ୍ରହ୍ମ ଓ ମୋକ୍ଷ, ତୁମେ ନର ରୂପି ନାରାୟଣ, ବର୍ଷ ସାରା ବସି ଥାଅ ରତ୍ନସିଂହାସନେ ବଡ଼ ତୁମ ଦେଉଳ, ବଡ଼ ତୁମେ ଠାକୁର, ବଡ଼ ତୁମ ଦାଣ୍ଡ, ଭାବଦିନଦିଆଦେଉଥାଅ , ଭକ୍ତଙ୍କୁ ତବ ଦିବ୍ୟ ଦର୍ଶନ, ଜନ୍ମ ଓ ମୃତ୍ୟୁ ଯେ ସତ ସେଥି ପାଇଁ ତୁମେ ବି ଯାଅ କୋଇଲି ବୈକୁଣ୍ଠ ନିଅ ପୁଣି ନବ କଳେବର, ଦେବତା,ଗନ୍ଧର୍ବ,ରାକ୍ଷସ, କିନ୍ନାର, ନର ,ବାନର,ସଭିଏଁ ସମାନ ବିଶ୍ଵସମାହିତ ତମ ସ୍ବରୂପେ କଳିରେ ନ ହେଉ ମ୍ଳେଛସଂହାର, ନ ନେବାକୁ ପଡୁ ତୁମକୁ କଳ୍ଲକିଅବତାର ସେଥିପାଇଁ ପ୍ରଭୁପରା ତମେ ବିରାଜିଛ ନନ୍ଦିଘୋଷେ ଆହେ ପ୍ରଭୁ ପୁରୋଷୋତମ ଜଗତର ନାଥ ଜଗନ୍ନାଥ ରଥ ଉପରେ ଠାକୁର , ରଥ ଉପରେ ଠାକୁର ।

@ କାଶ୍ୟପ । ବାହୁଡା ଯାତ୍ରା, ସକାଳ-୧୧ ଟା, ୧୪-୦୭-୧୬ ।


Rate this content
Log in