STORYMIRROR

ପ୍ରଶାନ୍ତ କୁମାର ବେହେରା

Others

5.0  

ପ୍ରଶାନ୍ତ କୁମାର ବେହେରା

Others

ରଙ୍ଗ

ରଙ୍ଗ

1 min
484


ଏଇ ଫଗୁର ରଙ୍ଗ

ଦେହରେ ଦେଇଯାଏ

ବସନ୍ତର ସ୍ପର୍ଶ

ମନରେ ଭରିଦିଏ

ପୀରତିର ରଙ୍ଗ ।


ସତରେ ଏଇ

ପ୍ରେମର ରଙ୍ଗଠୁଁ

ଗାଢ ଆଉ

କେଉଁ ରଙ୍ଗ

ଅଛି ଅବା କୁହତ ?


ପ୍ରଶାନ୍ତ କୁମାର ବେହେରା


Rate this content
Log in