Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Alhadini Panigrahi dash

Others

2  

Alhadini Panigrahi dash

Others

ରଙ୍ଗ ବରଷେ

ରଙ୍ଗ ବରଷେ

1 min
96


ବରଷକ ପରେ ରଙ୍ଗ ର ବରଷା

ଚତୁର୍ଦ୍ଦିଗେ ଆଜି ବରଷେ

ସେହି ବରଷା ରେ ଭିଜିବା ସମସ୍ତେ

ଜିଇଁବା ଏ ଦିନ ହରଷେ ା


ନାଲି ଅବିର ର ପ୍ରିତୀ ସାଗର ରେ

ସବୁଜ ଲହରୀ ଲହରେ

ନୀଳ,ହଳଦିଆ ବିରହ ରାଗରେ

ଶାମୁକା କି ଭିଜେ ଲୁହରେ ।


ମନୁଷ୍ୟ ଜୀବନ ପାଣି ଫୋଟକା ଟେେ

ଜିଇଁଥିଲେ ସିନା ବରଷେ

ଆସନ୍ତା ହୋଲି କୁ କି ଅବା ଭରସା

ବର୍ତ୍ତମାନ କୁ ଜିଅଁ ଉଲ୍ଲାସେ ା 



Rate this content
Log in